ଗଂଜାମ ଜିଲ୍ଲା ବ୍ରହ୍ମପୁର ରୁ ଆଜିଠୁ ନୂଆ ରେଳ ଆରମ୍ଭ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ,

ବ୍ରହ୍ମପୁର – ଉଧନା ଏକ୍ସପ୍ରେସ ଆଜି ୬ ତାରିଖରୁ ଉଧନା-ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସପ୍ତାହକୁ ୩ ଦିନ ପରିବର୍ତ୍ତେ ନିତିଦିନ ଚଳାଚଳ କରିବ ।ରେଳ ଷ୍ଟେସନରୁ ଏହାର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଣେଶ ପାଣିଗ୍ରାହୀ ରିପୋର୍ଟ