ବିଜେଡିରେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ଯୋଗ ଦେଲେ ସୁଜାତା, ନବୀନ କହିଲେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ନେବେ ଦଳର ନେତୃତ୍ୱ

ଭୁବନେଶ୍ୱର, ୨୫ ଜୁନ (ଇନଫର୍ମେସନ ମିଡିଆ): ବିଜୁ ଜନତା ଦଳ (ବିଜେଡି)ରେ ସୁଜାତାଙ୍କ ଯୋଗଦାନ ପରେ ଦଳର ସଭାପତି Naveen Patnaik କହିଛନ୍ତି ଯେ ସେ ଦଳରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାମିଲ ହୋଇଛନ୍ତି। ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।ଏହି ଅବସରରେ ନବୀନ ପଟ୍ଟନାୟକ ସ୍ପଷ୍ଟ କରି କହିଛନ୍ତି ଯେ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ସେ ନିଜେ ଦଳର ନେତୃତ୍ୱ ନେବେ। ଦଳକୁ ଆହୁରି ସଶକ୍ତ କରିବା ପାଇଁ ସମସ୍ତ କର୍ମୀ ଓ ନେତାଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ ସୁଜାତା କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାମ କରିବାର ସୁଯୋଗ ପାଇ ସେ ନିଜକୁ ଭାଗ୍ୟଶାଳୀ ମନେ କରୁଛନ୍ତି। ଦଳର ସଭାପତିଙ୍କ ନିର୍ଦ୍ଦେଶ ଓ ଆଦର୍ଶକୁ ଅନୁସରଣ କରି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ସେ ପ୍ରକାଶ କରିଛନ୍ତି।ରିପୋର୍ଟ: ଗଣେଶ ପାଣିଗ୍ରାହୀଇନଫର୍ମେସନ ମିଡିଆ