ଲଗାଣ ବର୍ଷାରେ ସୁନାବେଡ଼ା-୧ରେ ଜଗନ୍ନାଥ ମନ୍ଦିର ଭୁଶୁଡ଼ିଲା

ଲଗାଣ ବର୍ଷାରେ ସୁନାବେଡ଼ା-୧ରେ ଜଗନ୍ନାଥ ମନ୍ଦିର ଭୁଶୁଡ଼ିଲା

ଲଗାଣ ବର୍ଷାରେ ସୁନାବେଡ଼ା-୧ରେ ଜଗନ୍ନାଥ ମନ୍ଦିର ଭୁଶୁଡ଼ିଲା

ସୁନାବେଡ଼ା: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ସୁନାବେଡ଼ା-୧ ଅଞ୍ଚଳରେ ଏକ ଜଗନ୍ନାଥ ମନ୍ଦିର ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ମନ୍ଦିରର କ୍ଷୟକ୍ଷତି ଓ ଅନ୍ୟାନ୍ୟ ସ୍ଥିତି ସମ୍ପର୍କରେ ଅଧିକ ତଥ୍ୟକୁ ଅପେକ୍ଷା।

#Sunabeda #Koraput #HeavyRainfall #InformationMedia