ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ଠାରେ ବିଜେପି ର ବୈଠକ

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ଠାରେ ବିଜେପି ର ବୈଠକ

ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ଠାରେ ବିଜେପି ର ବୈଠକ

ରାୟଗଡ (Info media)ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁମ୍ବିକୋଟା ମଣ୍ଡଳର କୁମ୍ବିକୋଟା ପଞ୍ଚାୟତରେ ପଞ୍ଚାୟତ ସଭାପତି ଶ୍ରୀ ପ୍ରଶାନ୍ତ ଖୋଶଲାଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହିତ ବିଜେପି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ ଯୋଗ୍ୟ ଓ ଉପଯୁକ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରେରିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପସଭାପତି ତଥା ରାୟଗଡା ବିଧାୟକ ପ୍ରାର୍ଥୀ ଶ୍ରୀ ବସନ୍ତ ଉଲ୍ଲକା ମହୋଦୟ, ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଉମେଶ ଖୋସଲା ମହୋଦୟଙ୍କ ସମେତ ମଣ୍ଡଳ ଉପସଭାପତି ସୁଶାନ୍ତ ଖୁରା ପୂର୍ବତନ ସରପଞ୍ଚ ଶ୍ରୀ ନିଷ୍ଣୁ ମଣ୍ଡାଙ୍ଗୀ ଉପସ୍ଥିତ ରହି କାର୍ଯ୍ୟକର୍ତ୍ତାମାନଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ।ସଂଗଠନ ସଶକ୍ତ ସହିତ ବିକଶିତ ରାୟଗଡାର ସଂକଳ୍ପ। ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରତି ବିଜେପିର ପ୍ରତିବଦ୍ଧତା ଉମେଶ ଖୋସଲା ମତ ରଖିଥିଲେ ରାୟଗଡରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ