ଗଞ୍ଜାମ ଜିଲ୍ଲା ଆସିକା ପୌର ପରିଷଦ ପକ୍ଷରୁ ଉଦ୍ଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ l
ଆସିକା:(23/4/26) ( ଗଣେଶ ପାଣିଗ୍ରାହୀ ରିପୋର୍ଟ) ଆସିକା ପୌର ପରିଷଦ ପକ୍ଷରୁ କିଛି ୱାର୍ଡରେ ଉଦଘାଟନ ଓ ଭିଭିପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଳବକ୍ସଚ୍ଚବଳକ୍ସବଜ୍ଞବକ୍ସର ଆସିକା ପୌର ପାଳିଜାର ଅଧକ୍ଷା ବିନେତା ସ୍ଵାଇଁ, ବିଧାୟକଙ୍କ ପୁଅ ସଂଗୀତ ପାଢ଼ୀ,କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାଜେଶ କୁମାର ମହାପାତ୍ର, ସତ୍ୟ ନାରାୟଣ ସ୍ୱାଇଁ, ବିଜୟ ସ୍ୱାଇଁ, ଉପାଧକ୍ଷାଙ୍କ ସ୍ଵାମୀ ନରେଶ ବିଷୋୟୀ, କାଉନସିଲର ଭାସ୍କର ବେହେରା, ମଦନ ନାୟକ,ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି,ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି,ମଳୟ ସ୍ବାଇଁ,ମନୋଜ ପରିଡା, ଆଶିଷ ପାଢ଼ୀ,ଅଜିତ କୁମାର ନାୟକ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, ନଗର ମଣ୍ଡଳ ସଭାପତି ଭାରତୀୟ ଜନତା ପାର୍ଟି ଭିକି ପାତ୍ର, ଆସିକା ତାଳୁଜା ରୋଡ,ରଙ୍କି ବନ୍ଧର ପୁନଃ ଉଦ୍ଧାର, ମାର୍କେଟ କପ୍ଲେସ ର ମରାମତି ଓ ନବୀକରଣ କାର୍ଯ୍ୟର ଶିଳା ନ୍ୟାସ କରିଥିଲେ । ଗଣେଶ ପାଣିଗ୍ରାହୀ ରିପୋର୍ଟ
