କାଳବୈଶାଖି ର ପ୍ରଭାବ ରେ ଗଛ ପଡି ନାଇରା ଗୁଡ଼ାରୀ ରାସ୍ତା ଅବରୋଧ

କାଳବୈଶାଖି ର ପ୍ରଭାବ ରେ ଗଛ ପଡି ନାଇରା ଗୁଡ଼ାରୀ ରାସ୍ତା ଅବରୋଧ

କାଳବୈଶାଖି ର ପ୍ରଭାବ ରେ ଗଛ ପଡି ନାଇରା ଗୁଡ଼ାରୀ ରାସ୍ତା ଅବରୋଧ

ରାୟଗଡ ( info media) ଆଜି ଅପରାହ୍ନ ରେ କାଳବୈସାକ୍ଷୀ ର ତାଣ୍ଡବଲୀଳା ଦେଖିବକୁ ମିଳିଛି ରାୟଗଡ ଜ଼ିଲ୍ଲା ପଦ୍ମପୁର ଓ ଗୁଡ଼ାରୀ ବ୍ଲକ ର ସୀମାନ୍ତ ବାକିଗୁଡା ( ମଧୁବନ ) ପଂଚାୟତ ଠାରେ l ସୂଚନା ଯୋଗ୍ୟଯେ ଆଜି ଅପରାହ୍ନ ସମୟରେ କଳାହାଣ୍ଡିଆ ମେଘ ର ଘଡ ଘଡି ର ଆବାଜ ସହିତ ଭୀଷଣ ପବନ ର ପ୍ରବାହ ଦେଖିବିକୁ ମିଳିଥିଲା l ଏହି ପଵନ ର ବେଗ ଏତେ ତୀବ୍ରତର ଥିଲା ଜେ ନାଇରା ଗୁଡ଼ାରୀ ରାସ୍ତାର ବସଲିଗୁଡା ଠାରେ ଭୀଷଣ ଗଛ ମାନ ଉପାଡି ରାସ୍ତା ମଝିରେ ପଡିଥିଲା ଯୋଦ୍ୱାରା ରାସ୍ତା ର ଉଭୟ ପାର୍ଶ୍ଵ ରେ ସହ ସହ ସଂଖ୍ୟା ରେମଟର ସାଇକେଲ ଓ. ମୋଟର ଗାଡି ମାନ ଅଟକି ରହିଥିଲା l ବର୍ଷା ହେଉଥିବା ରୁ ଯାତ୍ରୀ ମାନେ ନାହିଁ ନଥିବା ର ଅସୁବିଧା ଭୋଗିଥିଲେ l ବର୍ଷା କମିବା ପରେ ନାଇରା ଗ୍ରାମ ର ବିଜୟ ଶବର ଶଙ୍କର ମହାନ୍ତି ଶ୍ୟାମ ମହାନ୍ତି, ଗିରିଧାରୀ ସାହୁ ପ୍ରମୁଖ ଖବର ପାଇଁ ଘଟଣା ସ୍ଥଳ ରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ଗଛ କାଟି ବା ସହିତ ଗୁଡାରି ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଜନସାଧାରଣ ଙ୍କ ସହାୟତା ରେ ରାସ୍ତାରେ ପଡ଼ିଥିବା ଗଛ କୁ ରାସ୍ତା ରୁ ବାହାର କରିରାସ୍ତା ସଫା କରାଯାଉଥିଲା ପରେ ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ