ସୋରଡ଼ା ଥାନା ଅର୍ନ୍ତଗତ ପାଟପଲୀ ବାଉଁଶୀଆ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୋରଡ଼ା ଥାନା ଅର୍ନ୍ତଗତ ପାଟପଲୀ ବାଉଁଶୀଆ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ସୋରଡ଼ା ଥାନା ଅର୍ନ୍ତଗତ ପାଟପଲୀ ବାଉଁଶୀଆ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୩ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି।

ମୃତ ଯୁବକ ମାନେ କୌଣସି କାର୍ଯ୍ୟ ସାରି ସୋରଡ଼ା ରୁ ନିଜ ଗ୍ରାମ ମାଣିଆକାଠି କୁ ବୁଲେଟ୍ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ “ଲକ୍ଷ୍ମୀ ” ସହ ମୁହାଁମୁହିଁ ଧକ୍କା ଫଳରେ ବସ୍ ଚକା ତଳେ ଚାପି ହୋଇଯାଇଥିଲେ ଓ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଗାଡ଼ି କୁ ଜବତ କରି ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।