ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା

ଭୁବନେଶ୍ଵର: ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମୀନା। ଅପରାଧ ତଦନ୍ତ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଲେ ନୂଆ ଡିସିପି।ସିସିଟିଭି ସର୍ଭିଲାନ୍ସ ବୃଦ୍ଧି ଓ ସାଇବର ଥାନାକୁ ସୁଦୃଢ଼ କରାଯିବ ବୋଲି ସୂଚନା ଦେଲେ ଡିସିପି।

Leave a Reply

Your email address will not be published. Required fields are marked *