ଭାରତ–ନ୍ୟୁଜିଲ୍ୟାଣ୍ଡ_ମଧ୍ୟରେ_ଫାଇନାଲ
ଟି୨୦ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ୮ ମାର୍ଚ୍ଚରେ ଖେଳାଯିବ। ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଫାଇନାଲରେ ପହଞ୍ଚିଛି।ଏବେ ଖିତାବ ପାଇଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋମାଞ୍ଚକର ମୁକାବିଲା ହେବ। କ୍ରିକେଟ୍ ପ୍ରେମୀମାନେ ଏହି ମହାମୁକାବିଲାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। 🇮🇳🇳🇿🏆
