23 ତମ ଦୋଳ ଉତ୍ସବ ରେ ଯୋଗଦେଲେ ବିଧାୟକ।

23 ତମ ଦୋଳ ଉତ୍ସବ ରେ ଯୋଗଦେଲେ ବିଧାୟକ।

23 ତମ ଦୋଳ ଉତ୍ସବ ରେ ଯୋଗଦେଲେ ବିଧାୟକ।

ଗଜପତି,୧.୩(ମନୋଜ ପାଢ଼ୀ)–: ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଧୁମ୍ଧାମରେ ପାଳନ ହୋଇଯାଇଛି 23ତମ ଦୋଳ ଉତ୍ସବ। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୂପେସ ପାଣିଗ୍ରାହୀ ଯୋଗଦେଇ ପ୍ରଥାଲେ ପ୍ରଦୀପ ଉଜଳନ କରିଥିଲେ , ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା କୁନି ନୃତ୍ୟଶିଳ୍ପୀ ଓ କାନ୍ଥ ଶିଳ୍ପୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ,ଶେଷରେ ଦୋଳ ଉତ୍ସବ କମିଟି ସଦସ୍ୟ ମାନଙ୍କୁ ମଧ୍ୟ ସମର୍ଥିତ କରିଥିଲେ , ବିଧାୟକ ରୂପେସ ପାଣିଗ୍ରାହୀ ତାଙ୍କ ଅଭିଭାଷଣ କୋହିଥିଲେ କି ଏହି ଦୋଳ ଉତ୍ସବ ମଣ୍ଡପ ଓ ଦୋଳ ବନ୍ଧ ର ଉନ୍ନତି ପାଇଁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଅନ୍ୟ ମାନଙ୍କ ମଧ୍ୟରେ କମିଟି ସଦସ୍ୟ ରାଜେନ୍ଦ୍ର ବେହେରା, ପୌର ପରିଷଦ ଅଧ୍ୟକ୍ଷ ନିର୍ମଳା ସେଠି , ବିଚିତ୍ରା ନନ୍ଦ ବେବର୍ତ୍ତା, ବିନୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।