ଓଡ଼ିଶା କ୍ରିକେଟ୍ ଏକାଡେମୀକୁ କାରଣ ଦର୍ଶାଅ ନୋଟିସ୍କଟକ: କଟକ ବାରବାଟୀରେ ଓଡିଆଇ ମ୍ୟାଚ ବେଳେ ଲାଇଟ୍ ବନ୍ଦ ଘଟଣାରେକାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ କ୍ରୀଡ଼ା ବିଭାଗ।କାହିଁକି ଲାଇଟ୍ ବନ୍ଦ ହେଲା ଉତ୍ତର ରଖିବାକୁ ଓଡ଼ିଶା କ୍ରିକେଟ୍ ଏକାଡେମୀକୁ ନିର୍ଦେଶ ଦିଆଯାଇଛି।୧୦ ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦେଶ ଦେଇଛି କ୍ରୀଡ଼ା ବିଭାଗ।ଲାଇଟ ବନ୍ଦ ପାଇଁ ୩୦ ମିନିଟ ବନ୍ଦ ରହିଥିଲା ଖେଳ।
Related Posts

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ ‘ବିଶ୍ବାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ
ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଉଦଯାପିତ ଅନ୍ତିମ ଦିବସରେ ସ୍ବସ୍ତି ଝଙ୍କାର ପକ୍ଷରୁ ‘ବିଶ୍ବାସର ଆତ୍ମଲିପି’ ନାଟକ ମଞ୍ଚସ୍ଥ ରାଉରକେଲା: ଓଡ଼ିଆ ଭାଷା…

ମା’ ସମଲେଇଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
ମା’ ସମଲେଇଙ୍କୁ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା I ମୁଁ ସମ୍ବଲପୁରର ସେବକ ଦାୟିତ୍ବ ଲାଭ କରିଛି I ଚଳିତବର୍ଷ ନୂଆଁଖାଇରେ ସାମିଲ ହେବା…

କୋଣାର୍କ ଉତ୍ସବ ଉଦ୍ଘାଟିତ
କୋଣାର୍କ ଉତ୍ସବ ଉଦ୍ଘାଟିତ ପୁରୀ/ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି…