ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ।

ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ।

ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ।

ଗଜପତି,(ମନୋଜ ପାଢ଼ୀ)ଅଦ୍ୟ ତା 06.02.2026 ଠାରୁ16.02.2026 ରିଖ ପଯ୍ୟନ୍ତ ମୋହନା ବ୍ଲକର 6 ଗୋଟି ସ୍ଥାନରେ ସୁରେନ୍ଦ୍ର ସାଇ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୋହନା OO Dr Anil kumar padhy and OA Guruprasad Nayak Rubi eye ହସ୍ପିଟାଲ berhampur. ଗୋଷ୍ଠୀ ସମ୍ବଳ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ଶ୍ରୀ ପ୍ରକାଶ କୁମାର ସାହୁ 1290 ଜଣ ବିଦ୍ୟାଳୟରେ ଅଧୟନ ରତ ଛାତଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରେଇଥିଲେ । ସେଥିରୁ 284 ଜଣ ଚଷମା ପାଇବା ନିମନ୍ତେ ଚି଼ହ୍ନଟି କରଣ ହୋଇଥିବା ବେଳେ 11 ଜଣ ଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୋହନା କୁ ଆସିବା ନିମନ୍ତେ ଅବଗତ କରାଯାଇଅଛି’ଏହି କାର୍ଯ୍ୟକ୍ରମ କୁ ମୋହନା ବ୍ଲକର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ / ସମସ୍ତ CRCCs ଓ ବ୍ଲକର ସମସ୍ତ କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୁଚାରୁ ରୂପେ ସମ୍ପାଦନ ହୋଇ ଥିବାରୁ ମୁଁ ସମସ୍ତ ନିକଟରେ କୃତଜ୍ଞ୍ୟ. ଓ education ବିଭାଗ ତରଫରୁ ସମସ୍ତଙ୍କୁ ଅଶେଷରେ ଧନ୍ୟବାଦ ଦେଇଥିଲେ ।