ଝରାପାଲି ମାର୍କେଟ ଥୁଆପାଲି ଠାରେ ମେଘା ପାନୀୟଜଳର ସମସ୍ୟା ଦୂର ଜନସାଧାରଣ ଙ୍କ ଦାବୀ।

ଝରାପାଲି ମାର୍କେଟ ଥୁଆପାଲି ଠାରେ ମେଘା ପାନୀୟଜଳର ସମସ୍ୟା ଦୂର ଜନସାଧାରଣ ଙ୍କ ଦାବୀ।

ଝରାପାଲି ମାର୍କେଟ ଥୁଆପାଲି ଠାରେ ମେଘା ପାନୀୟଜଳର ସମସ୍ୟା ଦୂର ଜନସାଧାରଣ ଙ୍କ ଦାବୀ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ଠାରୁ ଆସୁଥିବା ମେଘା ପାନୀୟଜଳ ପ୍ରକଲ୍ପ ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ, ଥୁଆପାଲି ଠାରେ ପାନୀୟଜଳ ଯୋଗାଣ ର ଠିକ ଭାବେ ପହଞ୍ଚି ହୋଇପାରୁନାହିଁ, ଫଳରେ ପାନୀୟଜଳର ଅଭାବ ପରିଲକ୍ଷିତ ହେଉଛି। ସରକାର ଜନସାଧାରଣଙ୍କ ପାନୀୟଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ତାହା ଜନସାଧାରଣ କାମ ଆସୁନାହିଁ। ଅଧିକାଂଶ ସ୍ଥାନରେ ଟେପ ଲାଗିଛି ପାଣି ପହଁଚି ପାରୁନାହିଁ, କେତେକ ଜାଗାରେ ଆଜି ପର୍ଯ୍ୟନ୍ତ ଟେପ ଲାଗି ନାହିଁ । ଆଗାମୀ ଦିନରେ ଗ୍ରୀଷ୍ମ ଋତୁ ଆସୁ ଥିବାରୁ ଜନସାଧାରଣଙ୍କ ପାନୀୟଜଳର ଅସୁବିଧା ହେବ। ବହୁ ଦିନରୁ ପାନୀୟଜଳର ବ୍ଯବସ୍ଥା କରିବା ପାଇଁ ଜନସାଧାରଣକଂ ଦାବି ହୋଇଆସୁଛି। ଯାହା ଅଭିଯୋଗ କଲେ ମଧ୍ୟ, ମେଘା ପାନୀୟଜଳର ପାଇବା ପାଇଁ ସମସ୍ୟା ର ସମାଧାନ ହୋଇ ପାରୁନାହିଁ।ବରଗଡ ଜିଲ୍ଲାପାଳ, ମେଘା ପାନୀୟଜଳ ପ୍ରକଲ୍ପ ବିଭାଗ, ତଦନ୍ତକାରୀ ଅଧିକାରୀ ପଠାଇ ପାନୀୟଜଳର ସମସ୍ୟା ଦୂରକରି ପାଇଁ ନେବାକୁ ଝରାପାଲି ମାର୍କେଟ, ଥୁଆପାଲି ଗ୍ରାମବାସୀ ଦାବି କରୁଛନ୍ତି।