ଘରଣୀ ଗ୍ରାମ ରେ ଜନ ଶୁଣାଣି , ବିଧାୟକ ଶୁଣିଲେ ଗ୍ରାମ ବାସି ଙ୍କ ଗୁହାରି ।

ଘରଣୀ ଗ୍ରାମ ରେ ଜନ ଶୁଣାଣି , ବିଧାୟକ ଶୁଣିଲେ ଗ୍ରାମ ବାସି ଙ୍କ ଗୁହାରି ।

ଘରଣୀ ଗ୍ରାମ ରେ ଜନ ଶୁଣାଣି , ବିଧାୟକ ଶୁଣିଲେ ଗ୍ରାମ ବାସି ଙ୍କ ଗୁହାରି ।

ଗଜପତି,୭.୨(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଘରଣୀ ଗ୍ରାମ ରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ଗ୍ରାମ ରେ ଥିବା ସୁବିଧା ଅସୁବିଧା କୁ ନେଇ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା , ମୁଖ୍ୟତ ଗ୍ରାମ ର ସମସ୍ୟା ଯାହା ରହିଛି , ଲିଖିତ ଭାବେ ଓ ମୌଖିକ ଭାବେ 15 ରୁ ଉର୍ଦ୍ଧ ଅଭିଯୋଗ ଶୁଣିଲେ ବିଧାୟକ , କିଛି ଛାତ୍ରୀ ତାଙ୍କ ଗ୍ରାମ ଠାରେ ଏକ ଖେଳ ପଡିଆ ଦାବି କରିଥିଲେ ତୁରନ୍ତ ଅଧିକାରୀ ଙ୍କୁ ଜଣାଇ ଏକ ଖେଳ ପଡିଆ ଦେବାପାଇଁ ବିଧାୟକ କୋହିଥିଲେ , ଏହି ଜନ ଅଭିଯୋଗ ଶୁଣାଣି ରେ ବିଧାୟକ ସମେତ , ଗୋଷାଣୀ ବ୍ଲକ ଅଧକ୍ଷ ଏନ ବିରରାଜୁ ଜିଲ୍ଲା ପରିଷଦ ଏସ ବାଲାରାଜୁ, ସ୍ଥାନୀୟ ସରପଞ୍ଚ, ପ୍ରମୁଖ ଉପସ୍ଥିତ ଥିଲେ ।