ରାଜ୍ୟ ବିଜେଡି ୟୁବ ଓ ଛାତ୍ର ଜନତା ଦଳ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ ବିଜେଡି ୟୁବ ଓ ଛାତ୍ର ଜନତା ଦଳ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ ବିଜେଡି ୟୁବ ଓ ଛାତ୍ର ଜନତା ଦଳ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାୟଗଡ(info media):ଆଜି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ଆୟୋଜିତ ହେବାକୁ ଥିବା ‘ଜନ ଜାଗରଣ’ ଆନ୍ଦୋଳନରେ ସାମିଲ ହେବାକୁ ବିଜୁ ଯୁବ ଜନତା ଦଳ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳ ସଭାପତି ଇପ୍ସିତା ସାହୁ ଙ୍କ ଟ୍ରେନ ଯୋଗେ କୋରାପୁଟ ଜ଼ିଲ୍ଲା ଗସ୍ତ ସମୟରେ ରାୟଗଡ ରେଲୱେ ଷ୍ଟେସନ ଥରେ ରାୟଗଡ ବିଯୁଜନତା, ୟୁବ ଜନତା ଓ ଛାତ୍ର ଜନତା ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ lରାଜ୍ୟ ବିଜେଡି ଦଳ ର ବରିଷ୍ଠ ଉପସଭାପତି ଦେବାଶିଷ ଖାଡ଼ଙ୍ଗା, ରାଜ୍ୟ ଛାତ୍ର ଜନତା ଦଳ ର କାର୍ଯ୍ୟକାରୀ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା, ରାଜ୍ୟ ବିଜେଡି ଦଳ ର ସାଧାରଣ ସମ୍ପାଦକ ବିନାୟକ ପଳାଇ, ରାୟଗଡ ସହର ର ବିଜେଡି ଦଳ ର ବରିଷ୍ଠ ୟୁବ ନେତା ବୋନି ଭାଇ, ବିଜୁ ଜନତା ଦଳ ର ଜ଼ିଲ୍ଲା ଛାତ୍ର ଜନତା ଦଳ ର ସଭାପତି ଉଦୟ ହିମ୍ରିକା, ପୋନ୍ତୁରୁ ମାନିରାତନମ ଙ୍କ ସମତେ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ