ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ ଗଜପତି, ୮.୧(ମନୋଜ ପାଢ଼ୀ)- ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଗତ ୧ ତାରିଖରେ ବିଞ୍ଜପ୍ତି ପ୍ରକାଶ ପାଇଥିବା ବେଳେ ଆଜି ବିଧିବଦ୍ଧ ଭାବେରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ମଧୁମିତା ଲମ୍ବା ଚୁତିରେ ଯିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଭାବରେ ମୁନିନ୍ଦ୍ର ହନେନାଗା ଦାୟିତ୍ଵ ତୁଲାଉଥିଲେ , ଆଜି ଦାୟୀତ୍ଵ ହସ୍ତାନ୍ତର କରିଛନ୍ତି। ସରକାର ସମସ୍ତ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ ସମସ୍ତ ନିକଟରେ ପହଞ୍ଚାଇବା , ଆଦିବାସୀ ବହୁଳ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ସୁବିଧାକୁ ସଦୃଢ କରିବା , ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରା ଗଜପତି ଜିଲ୍ଲାକୁ ଅଧିକ ସୋନ୍ଦର୍ଯୀକରଣ ସହ ପର୍ଯ୍ୟଟନର ବିକାଶ , ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ ଦିଗରେ ପଦକ୍ଷେପ ନେବା ମୁଳ ଲକ୍ଷ ବୋଲି ତା ବୋଲି କହିଛନ୍ତି।

ଗଜପତି, ୮.୧(ମନୋଜ ପାଢ଼ୀ)- ଗଜପତି ର ନୁତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ଗତ ୧ ତାରିଖରେ ବିଞ୍ଜପ୍ତି ପ୍ରକାଶ ପାଇଥିବା ବେଳେ ଆଜି ବିଧିବଦ୍ଧ ଭାବେରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳ ମଧୁମିତା ଲମ୍ବା ଚୁତିରେ ଯିବା ପରେ ଭାରପ୍ରାପ୍ତ ଜିଲ୍ଲାପାଳ ଭାବରେ ମୁନିନ୍ଦ୍ର ହନେନାଗା ଦାୟିତ୍ଵ ତୁଲାଉଥିଲେ , ଆଜି ଦାୟୀତ୍ଵ ହସ୍ତାନ୍ତର କରିଛନ୍ତି।

ସରକାର ସମସ୍ତ ଯୋଜନାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ସହ ସମସ୍ତ ନିକଟରେ ପହଞ୍ଚାଇବା , ଆଦିବାସୀ ବହୁଳ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଭଳି ସୁବିଧାକୁ ସଦୃଢ କରିବା , ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରା ଗଜପତି ଜିଲ୍ଲାକୁ ଅଧିକ ସୋନ୍ଦର୍ଯୀକରଣ ସହ ପର୍ଯ୍ୟଟନର ବିକାଶ , ଲୋକଙ୍କ ସମସ୍ୟାକୁ ବୁଝି ସମାଧାନ ଦିଗରେ ପଦକ୍ଷେପ ନେବା ମୁଳ ଲକ୍ଷ ବୋଲି ତା ବୋଲି କହିଛନ୍ତି।

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ