ଆନ୍ଧ୍ର–ଓଡ଼ିଶା ସୀମା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ, ଏସପିଙ୍କ ନିକଟରେ ହସ୍ତାନ୍ତର

ଆନ୍ଧ୍ର–ଓଡ଼ିଶା ସୀମା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ, ଏସପିଙ୍କ ନିକଟରେ ହସ୍ତାନ୍ତର

ଆନ୍ଧ୍ର–ଓଡ଼ିଶା ସୀମା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ, ଏସପିଙ୍କ ନିକଟରେ ହସ୍ତାନ୍ତର

ମାଲକାନାଗିରି : ଆଜି ଆନ୍ଧ୍ରପ୍ରଦେଶ–ଓଡ଼ିଶା ସୀମାର ଏକ ଡିଭିଜନର ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଟାର୍ଗେଟ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ, ଜଙ୍ଗଲରେ ସକ୍ରିୟ ଥିବା ମାଓବାଦୀମାନଙ୍କ ପାଇଁ ଏହାକୁ ଶେଷ ସୁଯୋଗ ଭାବେ ଦେଖାଯାଉଛି।ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏସପି କିରଣ ଚୌହାନଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ମୁଖ୍ୟ ମାଓବାଦୀଆତ୍ମସମର୍ପଣକାରୀମାନଙ୍କ ମଧ୍ୟରେ—୧୦ ଲକ୍ଷ ଘୋଷିତ ଇନାମ: ସିଆରସି କମ୍ପାନିର ଡେପୁଟି କମାଣ୍ଡର ଲାଲି ଓରଫ ମୁଚାକି ଆୟତେ୮ ଲକ୍ଷ ଘୋଷିତ: ପ୍ଲାଟୁନ କମାଣ୍ଡର ହେମଲା ଲାଖମାକମ୍ପାନି-୭ ସଦସ୍ୟା ଅସମତି ଓରଫ କମଲୁ, ପାର୍ଟି ସଦସ୍ୟା ରାମବତୀ, ପିଏଲଜିଏ ସଦସ୍ୟ,!