ଶୀତବସ୍ତ୍ର ଓ ନୂତନ କ୍ୟାଲେଣ୍ଡର ବଣ୍ଟନ
ଗଜପତି, ୨୭.୧୨.୨୦୨୫(ମନୋଜ ପାଢ଼ୀ) ରାୟଗଡା ଜୀଲ୍ଲା ପଦ୍ମପୁର (ଝୁମୁରି ଗୁଡା )ଆଞ୍ଚଳିକ ପରିଷଦ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ପଦ୍ମପୁର ଆଞ୍ଚଳିକ ସମାଜ କୋଠ ଘର ଠାରେ ପ୍ରାୟ ପାଞ୍ଚ ଗୋଟି ଗ୍ରାମ୍ୟ ପରିଷଦ ର ଷାଠିଏ ରୁ ଉର୍ଦ୍ଧ ତୈଳିକ ସମାଜ ର ବୃଦ୍ଧ ବୃଦ୍ଧା ଓ ଭିର୍ଣ୍ଣ କ୍ଷମ ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଗଲା ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରୀୟ ପରିଷଦ ର ସଭାପତି ଶ୍ରୀ ଦଣ୍ଡାସୀ ସାହୁ,ଉପସଭାପତି ଶ୍ରୀ ରଘୁନନ୍ଦନ ସାହୁ,ସମ୍ପାଦକ ଶ୍ରୀ ଲଖ୍ମଣ ସାହୁ, ସହ ସମ୍ପାଦକ ବିନୋଦ ସାହୁ, ସହ କୋଷାଧକ୍ଷ ଶ୍ରୀ କୃଷ୍ଣ ସାହୁ, ବେହେରା ଶ୍ରୀ ବିପିନ ବିହାରୀ ସାହୁ ଆଞ୍ଚଳିକ ସଭାପତି ଶ୍ରୀ କାଁହୁ ଚରଣ ସାହୁ,କୂଳ ବେହେରା ଶ୍ରୀ ବିଘ୍ନ ରାଜ ସାହୁ, ସମ୍ପାଦକ ଶ୍ରୀ କୋରା ସାହୁ, ପଦ୍ମପୁର ଆଞ୍ଚଳିକ ପରିଷଦ ଓ ଗ୍ରାମ ପରିଷଦ ର କର୍ମ କର୍ତା ମାନଙ୍କ ଉପସ୍ଥିତି ରେ କେନ୍ଦ୍ରୀୟ ପରିଷଦ ର ଉପସଭାପତି ରଘୁନନ୍ଦନ ସାହୁ ଙ୍କ ସୌଜନ୍ୟ ତାରେ ଶୀତବସ୍ତ୍ର ବଣ୍ଟନ କରାଗଲା ଓ ରଘୁନନ୍ଦନ ଙ୍କ ବାପା, ବିଘ୍ନ ରାଜ ଙ୍କର ସ୍ତ୍ରୀ ଙ୍କ ବିୟୋଗ ରେ ଶୋକ ପ୍ରାଥନା କରି ଦୁହେଁ ଙ୍କୁ ମର୍ଯ୍ୟାଦା ଦିଆଗଲା. ଆଠ ରୁ ଉର୍ଦ୍ଧ କେସ ର ବିଚାର କରି ସମାଧାନ କରାଗଲା ।

