ଚିତ୍ରକୋଣ୍ଡା: ଧାନ ଖଳାରେ ନିଆଁ ଲାଗି ୮ ଜଣ ଚାଷୀଙ୍କ ୧୨୦ ବସ୍ତା ଧାନ ସହ ୨୪୦ ବସ୍ତା ମାଣ୍ଡିଆ ପୋଡ଼ି ନଷ୍ଟ ହୋଇଯାଇଛି। ଦମକଳ ବାହୀନି ପହଞ୍ଚି ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ ସୁଦ୍ଧା ଖଳା ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି।
Related Posts
ଗଞ୍ଜାମରେ ସୋଲାର ପାଇଁ ବଢୁଛି ଆଗ୍ରହ, ଗୋଟିଏ ଦିନରେ ୨୮୦ ପଞ୍ଜୀକରଣ
ଗଞ୍ଜାମରେ ସୋଲାର ପାଇଁ ବଢୁଛି ଆଗ୍ରହ, ଗୋଟିଏ ଦିନରେ ୨୮୦ ପଞ୍ଜୀକରଣ ଛତ୍ରପୁର, ଗଞ୍ଜାମ | ଅକ୍ଟୋବରଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇ ବିଦ୍ୟୁତ ଖର୍ଚ୍ଚ…
ମାଟି, ମା’ ଓ ମହିଳାଙ୍କ ସମ୍ମାନ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୁଡ଼ାରୀ ଠାରେ ବିଜେଡି ପକ୍ଷରୁ ବିଶାଳ ସଭାଯାତ୍ରା, ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ
ମାଟି, ମା’ ଓ ମହିଳାଙ୍କ ସମ୍ମାନ ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଗୁଡ଼ାରୀ ଠାରେ ବିଜେଡି ପକ୍ଷରୁ ବିଶାଳ ସଭାଯାତ୍ରା, ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ…
ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ , ବହୁ ପ୍ରତିଭାଧାରୀ ସମ୍ମାନିତ
ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ , ବହୁ ପ୍ରତିଭାଧାରୀ ସମ୍ମାନିତ ଅଗ୍ରଣୀ ସେବା ଅନୁଷଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଶନିବାର ରେଲ୍ ୱେ ଇନଷ୍ଟିଚ୍ୟୁଟ…
