୬୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ
ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସ ୬୫୦ ଗ୍ରାମ୍ର ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏଥି ସହିତ ୧୭୫ ବୋତଲ କଫସିରଫ ଜବତ ହୋଇଛି। ଏହି ମାମଲାରେ ମା’ ଓ ପୁଅ ସମେତ ତିନି ଜଣ ଗିରଫ ହୋଇଛନ୍ତି!

🇹🇭🇪 🇮🇳🇫🇴🇷🇲🇦🇹🇮🇴🇳 🇲🇪🇩🇮🇦
V̲A̲S̲U̲N̲D̲H̲A̲R̲A̲ I̲N̲F̲O̲R̲M̲A̲T̲I̲O̲N̲ A̲N̲D̲ M̲E̲D̲I̲A̲ G̲R̲O̲U̲P̲