HomeOdisha News November 24, 2025November 24, 2025byadmin Spread the love **କୁମାରୀ ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର **ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିକୁଆଁରୀ ଗୁଣ ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଘୃତକ଼ୁମାରୀ ରସ ଲଗାଇଲେ ଅପକ୍ଵ ବ୍ରଣ , ଭାତୁଡ଼ି, ଅର୍ଶ, ଚର୍ମରୋଗ, ଆଲର୍ଜି, ଦାହ, ଜ୍ୱର ଓ ଅନାର୍ତ୍ତବ ଭଲ ହୁଏ।ପନ୍ଦର ଗ୍ରାମ ଲେଖାଏଁ ଖାଇଲେ କୃମି, ମୂତ୍ରକୃଚ୍ଛ୍ର, ଯକୃତ ପ୍ଲୀହା ରୋଗ,ଅନାର୍ତ୍ତବ, ସାମାନ୍ୟ ଦୁର୍ବଳ, ଶୁକ୍ର ଦୁର୍ବଳ, ଉପଦଂଶ, ପୁରୁଣା ଜ୍ୱର, ଚକ୍ଷୁ ଲାଲ ହେବା ଭଲହୁଏ। ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ ଶିବିର ପରିଚାଳନାରେ କେ. ବାଳକୃଷ୍ଣ ପାତ୍ର ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରରେ ଅନୁଷ୍ଠିତ ହେଉଛି ଏହାର ସୁଯୋଗ ନେବା ପାଇଁ ଡ଼l. ନକୁଳ ସାହୁ ଅନୁରୋଧ କରିଛନ୍ତି।ଫୋନ 9861450612,
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି । Spread the loveSpread the love*ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ…
ବ୍ରହ୍ମପୁର ରେ ନୂତନ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। Spread the loveSpread the loveବ୍ରହ୍ମପୁର ରେ ନୂତନ ଜିଲ୍ଲାପାଳ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଗଞ୍ଜାମ ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ କୀର୍ତ୍ତିଭାସନ ପ୍ରଥମେ ମାଁ…
ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାଁ ଘୋଷଣା ର ୪୦ଘଣ୍ଟା ପରେବିଜେଡି କାର୍ଯ୍ୟାଳୟ ଫଳକରୁ ହଟିଲା ଦଳର ଶଙ୍ଖ ଚି଼ହ୍ନ ଲାଗିଲା ଚୂନ Spread the loveSpread the loveରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଙ୍କ ନାଁ ଘୋଷଣା ର ୪୦ଘଣ୍ଟା ପରେବିଜେଡି କାର୍ଯ୍ୟାଳୟ ଫଳକରୁ ହଟିଲା ଦଳର ଶଙ୍ଖ ଚି଼ହ୍ନ ଲାଗିଲା ଚୂନ…