ICC Womens World Cup 2025 : ଭାରତକୁ ବିଶ୍ବକପ ଫାଇନାଲରେ ପହଞ୍ଚାଇଲେ ଜେମିମା, ୫ ଓ୍ବିକେଟରେ ହାରିଲା ଅଷ୍ଟ୍ରେଲିଆ

ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତ । ରେମାଞ୍ଚକର ସୋମିଫାଇନାଲରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଟିମ ଇଣ୍ଡିଆ ।ରବିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ ଟକ୍କର ।

Leave a Reply

Your email address will not be published. Required fields are marked *