ଭୁବନେଶ୍ବର: ମହିଳାଙ୍କ ମାସିକଧର୍ମ (ଋତୁସ୍ରାବ) ଛୁଟି ନେଇ ରାଜ୍ୟ ସରକାରଙ୍କ ତରଫରୁ ନୂଆ ବିଜ୍ଞପ୍ତି ସାମ୍ନାକୁ ଆସିଛି। ମହିଳା କର୍ମଚାରୀଙ୍କୁ ଋତୁସ୍ରାବ ଛୁଟି ନେଇ ପୂର୍ବରୁ ଘୋଷଣା କରାଯାଇଥିବା ବେଳେ ଏବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ତେବେ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ପୂରଣ ଯାଏଁ ଛୁଟି ନେଇପାରିବେ। ଗୋଟିଏ ମାସରେ ଗୋଟିଏ ଦିନହିଁ ଛୁଟି ମିଳିପାରିବ। ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ବଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
Related Posts
କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଭୁବନେଶ୍ବରରେ ପହଞ୍ଚିଲେ
Bhubaneswar: ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ!ଭୁବନେଶ୍ବରରେ ପହଞ୍ଚିଲେ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ,ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଭୁବନେଶ୍ବରରେ ପହଞ୍ଚିଲେ
ସେପ୍ଟେମ୍ବର ୯ ରେ ସ୍କୁଲ୍ ଛୁଟି ଘୋଷଣା କଲେ ଓଡ଼ିଶା ସରକାର
ସେପ୍ଟେମ୍ବର ୯ ରେ ସ୍କୁଲ୍ ଛୁଟି ଘୋଷଣା କଲେ ଓଡ଼ିଶା ସରକାର ଭୁବନେଶ୍ୱର: ନୂଆଖାଇ ପାଇଁ ସେପ୍ଟେମ୍ବର ୯ ତାରିଖ ସୋମବାର ସ୍କୁଲ ଛୁଟି ଘୋଷଣା କଲେ…
ଆସନ୍ତାକାଲିଠାରୁ ଓଡ଼ିଶାରେ ବଢ଼ିବ ତାତି
ଆସନ୍ତାକାଲିଠାରୁ ଓଡ଼ିଶାରେ ବଢ଼ିବ ତାତି ଭୁବନେଶ୍ୱର:(ଅଭିଷେକ ମହାନ୍ତି) ଆସନ୍ତାକାଲିଠାରୁ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ସମ୍ଭାବନା…