ବରଗଡ (ଭବାନୀ ଶଙ୍କର ପାଢ଼ୀ) ସମ୍ବଲପୁର କୃଷକ ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ପଧାନ ଆଉ ଆମ ଗହଣାରେ ନାହାନ୍ତି। ସୋନପୁର / ବିନକା ପାଖରେ ସଡକ ଦୁର୍ଘଟଣା ରେ ଜୀବନ ଚାଲି ଯାଇଛି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ର ଉପଦେଷ୍ଟା ରମେଶ ଚନ୍ଦ୍ର ମହାପାତ୍ର।
ସମ୍ବଲପୁର କୃଷକ ସଙ୍ଗଠନ ସମ୍ପାଦକ ଦେବେନ୍ଦ୍ର ପଧାନ ଆଉ ଆମ ଗହଣାରେ ନାହାନ୍ତି।
