କାଦୋବାହାଲ ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
କାଦୋବାହାଲ ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ କାଦୋଵାହାଲ…
