ଲିଙ୍କରୋଡ୍ ସ୍ଥିତ LIC ଅଫିସରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ LIC କାର୍ଯ୍ୟାଳୟରେ ଏହି ଅଘଟଣ ଘଟିଥିବା ବେଳେ, ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
Related Posts
ରାୟଗଡା ବ୍ଲକରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡା ବ୍ଲକରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ରାୟଗଡା : ରାୟଗଡା ବ୍ଳକ ପରିସରରେ ଓଡ଼ିଆ ପକ୍ଷ୍ୟ ପାଳନ ଅବସରରେ ଆମ ରୁଚି, ଆମ…
ବିଏସ୍ ଏନ୍ଏଲ୍ ସେବା ୯ମାସ ଅଚଳ, ମରାମତି ନହେଲେ ମୁଖ୍ୟ ରାସ୍ତା ଅବରୋଧ କରିବୁ ।
ବିଏସ୍ ଏନ୍ଏଲ୍ ସେବା ୯ମାସ ଅଚଳ, ମରାମତି ନହେଲେ ମୁଖ୍ୟ ରାସ୍ତା ଅବରୋଧ କରିବୁ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦିନେ ନୁହେଁ କି ଦି ଦିନ…
ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଦିବସ ପାଳିତ
ଆଜି ମହା ଆଡମ୍ବର ସହକାରେ ଆର୍ଟ ଅଫ ଗିଭିଙ୍ଗ ର 12 ତମ ଦିବସ ପାଳିତ ରାୟଗଡା : ଆନ୍ତଃର୍ଜାତୀକ ଦିବସ ରାୟଗଡା ସହରରେ ଉତ୍ସାହ ଓ…
