ଲିଙ୍କରୋଡ୍ ସ୍ଥିତ LIC ଅଫିସରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ LIC କାର୍ଯ୍ୟାଳୟରେ ଏହି ଅଘଟଣ ଘଟିଥିବା ବେଳେ, ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।
Related Posts
ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ
ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ ବ୍ରହ୍ମପୁର, ତା. ୧୫/୦୬ : କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର…
ଲରମ୍ଭା କଲେଜରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।
ଲରମ୍ଭା କଲେଜରେ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ଲରମ୍ଭା କଲେଜ ଠାରେ ଯୋଗଦିବସ ପାଳିତ ହୋଇଯାଇଅଛି ।…
ଚଳିତ ବର୍ଷର ୨ୟ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ,୨୧ ଲକ୍ଷ ୮୨ ହଜାର ୯୫୦ ଟଙ୍କା ଆଦାୟ ।
ଚଳିତ ବର୍ଷର ୨ୟ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ,୨୧ ଲକ୍ଷ ୮୨ ହଜାର ୯୫୦ ଟଙ୍କା ଆଦାୟ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୪/୫/—ଗଜପତି…
