ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗାଁରେ ଯୁବକକୁ ହତ୍ୟା ଘଟଣା ।ମୃତ ଦେହକୁ ରଖି ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା। ରାସ୍ତାରୋକ ଯୋଗୁ ପୋଲସରା-ବୁଢାମ୍ଵ ଗାଡି ଚଳାଚଳ ବନ୍ଦ ।ଗତକାଲି ରାତିରେ ବିବାହ ପ୍ରୋଶେସନକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ ଘଟଣା । ଗଣେଶ ପାଣିଗ୍ରାହୀ ରିପୋର୍ଟ
ମୃତ ଦେହକୁ ରଖି ରାସ୍ତାରୋକ
