ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ, କର୍ମଚାରୀ ଆହତ

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ, କର୍ମଚାରୀ ଆହତ ମାଛକୁଣ୍ଡ | କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ ପରେ ନିଆଁ ଲାଗି ଜଣେ ଅସ୍ଥାୟୀ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ପ୍ରକଳ୍ପର 132/11 କେଭି ବ୍ୟାକ୍‌ଫିଡିଂ ଟ୍ରାନ୍ସଫର୍ମରର CT ବ୍ଲାଷ୍ଟ ହେବା ପରେ 11 କେଭି କେବୁଲରେ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା। ଏହି ସମୟରେ ନିକଟରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ରାମ ପରଜାଙ୍କ ପିଠିରେ ନିଆଁ ଲାଗିଯାଇଥିଲା। ଘଟଣା ପରେ ନିକଟରେ ଥିବା ସହକର୍ମୀମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ସହ ରାମ ପରଜାଙ୍କ ଦେହରେ ଲାଗିଥିବା ନିଆଁ ମଧ୍ୟ ଲିଭାଇଥିଲେ। ପରେ ତାଙ୍କୁ ତୁରନ୍ତ ପ୍ରକଳ୍ପ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକି

ମାଛକୁଣ୍ଡ | କୋରାପୁଟ

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ ପରେ ନିଆଁ ଲାଗି ଜଣେ ଅସ୍ଥାୟୀ କର୍ମଚାରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ପ୍ରକଳ୍ପର 132/11 କେଭି ବ୍ୟାକ୍‌ଫିଡିଂ ଟ୍ରାନ୍ସଫର୍ମରର CT ବ୍ଲାଷ୍ଟ ହେବା ପରେ 11 କେଭି କେବୁଲରେ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା। ଏହି ସମୟରେ ନିକଟରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ରାମ ପରଜାଙ୍କ ପିଠିରେ ନିଆଁ ଲାଗିଯାଇଥିଲା।

ଘଟଣା ପରେ ନିକଟରେ ଥିବା ସହକର୍ମୀମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ସହ ରାମ ପରଜାଙ୍କ ଦେହରେ ଲାଗିଥିବା ନିଆଁ ମଧ୍ୟ ଲିଭାଇଥିଲେ। ପରେ ତାଙ୍କୁ ତୁରନ୍ତ ପ୍ରକଳ୍ପ ମେଡିକାଲକୁ ନିଆଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକି

ଚିକିତ୍ସା ଜାରି ରହିଛି।ଘଟଣାର ପ୍ରକୃତ କାରଣ ଏବଂ ବିଦ୍ୟୁତ୍ ଉପକରଣର କ୍ଷୟକ୍ଷତି ସମ୍ପର୍କରେ ଅଧିକ ସୂଚନା ଅପେକ୍ଷା କରାଯା

ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ, କର୍ମଚାରୀ ଆହତମାଛକୁଣ୍ଡ | କୋରାପୁଟମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ କେବୁଲ ବିସ୍ଫୋରଣ ପରେ ନିଆଁ ଲାଗି ଜଣେ ଅସ୍ଥାୟୀ କର୍ମଚାରୀ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ପ୍ରକଳ୍ପର 132/11 କେଭି ବ୍ୟାକ୍‌ଫିଡିଂ ଟ୍ରାନ୍ସଫର୍ମରର CT ବ୍ଲାଷ୍ଟ ହେବା ପରେ 11 କେଭି କେବୁଲରେ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା। ଏହି ସମୟରେ ନିକଟରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ ରାମ ପରଜାଙ୍କ ପିଠିରେ ନିଆଁ ଲାଗିଯାଇଥିଲା।ଘଟଣା ପରେ ନିକଟରେ ଥିବା ସହକର୍ମୀମାନେ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବା ସହ ରାମ ପରଜାଙ୍କ ଦେହରେ ଲାଗିଥିବା ନିଆଁ ମଧ୍ୟ ଲିଭାଇଥିଲେ। ପରେ ତାଙ୍କୁ ତୁରନ୍ତ ପ୍ରକଳ୍ପ ମେଡିକାଲକୁ ନିଆଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକି