HomeLatest Newsଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଭୁଜାଲି ଦେଖାଇ PEOଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ July 23, 2025byadmin କାମାକ୍ଷାନଗର,୨୩।୭(ସୁଧୀର କୁମାର ପରିଡ଼ା):ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଭଏରପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଆକ୍ରମଣ କରି ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟ୍ କରିଛନ୍ତି ୨ଦୁର୍ବୃତ୍ତ। ଭତ୍ତା ଦେଇ ପଲିସାନ୍ତରାପୁର ଗାଁରୁ ଫେରିବା ବାଟରେ ଆକ୍ରମଣ କରି ୨ ଲୁଟେରା ବାଇକରେ ଆସି ଭୁଜାଲିରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଲୁଟ କରିଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହା ଉପରେ ତଦନ୍ତ କରୁଛି ।
ଜଘନ୍ୟ ହତ୍ୟାକାଣ୍ଡ, ଯୁବକ ର ମୃତ୍ୟୁ, ଜଣେ ଅଭିଯୁକ୍ତ ଥାନା ରେ ଆତ୍ମସମର୍ପଣ କରିଛି। ଜଘନ୍ୟ ହତ୍ୟାକାଣ୍ଡ, ଯୁବକ ର ମୃତ୍ୟୁ, ଜଣେ ଅଭିଯୁକ୍ତ ଥାନା ରେ ଆତ୍ମସମର୍ପଣ କରିଛି। ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଯଦ୍ୱାରା ଅପରାଧୀ ମାନେ…
ଲାବଣ୍ୟଗଡ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲ୍ ଦସ୍ତାବିଜ ଦାଖଲ କରି୧୦କୋଟି ଟଙ୍କା ଠକେଇ ଉଦ୍ୟମ ମାମଲା । ଲାବଣ୍ୟଗଡ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଜାଲ୍ ଦସ୍ତାବିଜ ଦାଖଲ କରି୧୦କୋଟି ଟଙ୍କା ଠକେଇ ଉଦ୍ୟମ ମାମଲା । ଗଜପତି -ମନୋଜ ପାଢୀ/ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ…
ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ବିଭତ୍ସ ହତ୍ୟାକାଣ୍ଡ।ଗଞ୍ଜାମ ଜିଲ୍ଲା ପୋଲିସ ପ୍ରଶାସନ କୁ ଅପରାଧୀ ମାନଙ୍କର ଖୋଲା ଚ୍ୟାଲେଞ୍ଜ ଦିନକୁ ଦିନ ବୃଦ୍ଧି ପାଉଛି। ଗତକାଲି ନିମଖଣ୍ଡି ଥାନା ଅଞ୍ଚଳରେ…