HomeLatest NewsIndiaଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ July 23, 2025byadmin ଭୁବନେଶ୍ୱର,୨୩ା୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍ଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଇସ୍ ଚାନ୍ସେଲର(VC) ନିଯୁକ୍ତି ପାଇଥିଲେ। ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର ହୋଇଥିଲା। ଆଇନଜୀବୀ ପ୍ରବୀର ଦାସ ଏନେଇ ମାମଲା ଦାୟର କରିଥିଲେ।
ବାଂଲାଦେଶ ବାୟୁସେନାର ତାଲିମ ବିମାନ ଢାକା ସ୍କୁଲ ଉପରେ ଖସିପଡ଼ିବାରୁ ୧୯ ଜଣଙ୍କର ମୃତ୍ୟୁ ହୋଇଛି। ବାଂଲାଦେଶ ବାୟୁସେନା ବିମାନ ଦୁର୍ଘଟଣା: ବାଂଲାଦେଶ ସେନାର ଜନସମ୍ପର୍କ କାର୍ଯ୍ୟାଳୟ ଏକ ସଂକ୍ଷିପ୍ତ ବିବୃତ୍ତିରେ ନିଶ୍ଚିତ କରିଛି ଯେ ଖସାଇ ଦିଆଯାଇଥିବା F-7 BGI ବିମାନଟି ବାୟୁସେନାର…
Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି…
ଅଧିକାରୀ କହିଛନ୍ତି ଯେ ପ୍ରଶାସନ ସହରର ସମସ୍ତ ମୂର୍ତ୍ତି ନିର୍ମାତାଙ୍କ ସହିତ ଏକ ବୈଠକ କରିବ ଯାହା ଦ୍ୱାରା ଏପରି ଘଟଣାର ପୁନରାବୃତ୍ତି ନ ହୁଏ। ଅଧିକାରୀ କହିଛନ୍ତି ଯେ ପ୍ରଶାସନ ସହରର ସମସ୍ତ ମୂର୍ତ୍ତି ନିର୍ମାତାଙ୍କ ସହିତ ଏକ ବୈଠକ କରିବ ଯାହା ଦ୍ୱାରା ଏପରି ଘଟଣାର ପୁନରାବୃତ୍ତି ନ ହୁଏ। ପୋଲିସ…