HomeLatest NewsIndiaଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ July 23, 2025byadmin ଭୁବନେଶ୍ୱର,୨୩ା୭: ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମ୍ପତି। ଏନେଇ ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିଛନ୍ତି ଆଡ୍ଭୋକେଟ ଜେନେରାଲ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାଇସ୍ ଚାନ୍ସେଲର(VC) ନିଯୁକ୍ତି ପାଇଥିଲେ। ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇ ମାମଲା ଦାୟର ହୋଇଥିଲା। ଆଇନଜୀବୀ ପ୍ରବୀର ଦାସ ଏନେଇ ମାମଲା ଦାୟର କରିଥିଲେ।
ଓଡ଼ିଶା: ଆଜିର ଫଟୋ ( ୨୮ ଜୁଲାଇ , ୨୦୨୫ ) ନରାଜ ଆନିକଟ ଠାରେ ପ୍ରବାହିତ ବନ୍ୟା ଜଳରେ ମାଛ ଧରୁଥିବା ଧିବର ଶ୍ରାବଣ ମାସର ତୃତୀୟ ସୋମବାର ଦିନ, କଉଡ଼ିଆମାନେ (ଭକ୍ତମାନେ) ଲିଙ୍ଗରାଜ ମନ୍ଦିରରେ ଭଗବାନଙ୍କୁ ଜଳ…
ଇସ୍କନ…ଭିତରେ ନନଷ୍ଟପ୍ ଖାଇଗଲେ ଚିକେନ୍, ସମଗ୍ର ହିନ୍ଦୁ ସମାଜ ଆଶ୍ଚର୍ଯ୍ୟ ଲଣ୍ଡନ,୨୦।୭: ଲଣ୍ଡନର ଇସ୍କନ ପରିଚାଳିତ ଗୋବିନ୍ଦା ରେସ୍ଟୁରାନ୍ଟ, ଯାହା ଏକ ଶାଖାହାରୀ ପ୍ରତିଷ୍ଠାନ ଭାବେ ପରିଚିତ, ସେଠାରେ ଜଣେ ଯୁବକଙ୍କ ଦ୍ୱାରা KFC ଚିକେନ ଖାଇବା ଘଟଣା…
2000-rupee note: ଆପଣଙ୍କ ପାଖରେ ଏବେବି ଅଛି କି ୨୦୦୦ ଟଙ୍କିଆ ନୋଟ୍ ? କେମିତି ବଦଳ କରିବେ ଭାବୁଛନ୍ତି କି ? ଜାଣନ୍ତୁ, RBIର ନୂଆ ନିୟମ… ସମସ୍ତେ ଜାଣନ୍ତି ଦେଶରେ ୨୦୦୦ ଟଙ୍କିଆ ନୋଟ୍କୁ ବ୍ୟାନ୍ କରାଯାଇଛି । ବଢ଼ୁଥିବା କଳାଧନ ଏବଂ ଅନ୍ୟ କିଛି କାରଣ ପାଇଁ ୨୦୦୦ ଟଙ୍କିଆ ନୋଟକୁ ବ୍ୟାନ୍…