Home / Odisha News / ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ସାକ୍ଷୀକୁ ଧମକ ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନା ରେ ହାଜର।

ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ସାକ୍ଷୀକୁ ଧମକ ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନା ରେ ହାଜର।

ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ସାକ୍ଷୀକୁ ଧମକ ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନା ରେ ହାଜର।

ବହୁ ଚର୍ଚ୍ଚିତ ପିତବାସ ପଣ୍ଡା ହତ୍ୟାକାଣ୍ଡ ସାକ୍ଷୀକୁ ଧମକ ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନା ରେ ହାଜର।

ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା ହତ୍ୟାକାଣ୍ଡ ରେ ଜଡିତ ରହି ଦୀର୍ଘ ୧୦ ମାସ ଜେଲ୍ ରେ ରହି ଜାମିନ ରେ ମୁକୁଳିବା ପରେ ପୁଣି ସାକ୍ଷୀ ଲଳିତ ମଙ୍ଗରାଜ କୁ ମୋବାଇଲ ଫୋନ୍ ରେ ଧମକ ଦେଇଥିବା ଅଭିଯୋଗ ରେ ଅଦାଲତ ବିକ୍ରମ ପଣ୍ଡା କୁ ନୋଟିସ ଜାରି କରିଥିଲେ। ଆଜି ସେ ଗୋଷାଣୀ ନୁଆ ଗାଁ ଥାନା ରେ ହାଜର ହୋଇ ଦୀର୍ଘ ୪ ଘଣ୍ଟା କାଳ ଜେରା ର ସମ୍ମୁଖୀନ ହୋଇଛନ୍ତି। ପୁଣି ୧୬ ତାରିଖରେ ଜେରା ହେବ ବୋଲି ଜଣାପଡିଛି। ଏହା ମଧ୍ୟରେ ଜେଲ୍ ଡ଼ାକ୍ତର ଙ୍କ ଫୋନ ରୁ ଧମକ ଦେଇଥିବା ଜଣା ପଡ଼ିବା ପରେ ସେହି ଡ଼ାକ୍ତର ବର୍ତ୍ତମାନ ନିଲମ୍ବିତ ହୋଇଛନ୍ତି।