ପ୍ରେମ ପାଇଁ ଗଛ ଚଢ଼ିଲା ନାବାଳକ । ପ୍ରେମିକାକୁ ପାଇବା ଦାବିରେ ଅନୁଗୁଳ ଅମଲାପଡାରେ ନାଟକୀୟ ଘଟଣା । ପୁଲିସ ଓ ଦମକଳ ବାହିନୀର ହସ୍ତକ୍ଷେପରେ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଗଲା । ଦେବଗଡ଼ର ଏହି ନାବାଳକ ପୂର୍ବରୁ ପ୍ରେମିକା ସହ ପଳାଇଥିବା ସୂଚନା । ଗଣେଶ ପାଣିଗ୍ରାହୀ ରିପୋର୍ଟ
ପ୍ରେମ ପାଇଁ ଗଛ ଚଢ଼ିଲା ନାବାଳକ ।
