ଚିତ୍ରକୋଣ୍ଡା: ଧାନ ଖଳାରେ ନିଆଁ ଲାଗି ୮ ଜଣ ଚାଷୀଙ୍କ ୧୨୦ ବସ୍ତା ଧାନ ସହ ୨୪୦ ବସ୍ତା ମାଣ୍ଡିଆ ପୋଡ଼ି ନଷ୍ଟ ହୋଇଯାଇଛି। ଦମକଳ ବାହୀନି ପହଞ୍ଚି ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିଥିଲେ ସୁଦ୍ଧା ଖଳା ସମ୍ପୂର୍ଣ୍ଣ ରୂପେ ପୋଡ଼ି ନଷ୍ଟ ହୋଇଯାଇଛି।
Related Posts
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି ।
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି । ଗଜପତି,୧୦.୨(ମନୋଜ ପାଢ଼ୀ)-:ଗଜପତି ଜିଲ୍ଲାରୁ ୭୭ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନୀନ୍ଦ୍ର ହୋନନଗା…
ଗଜପତିରୁ ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ଯାଇଥିଲେ…. ଶବ ହୋଇ ଫେରିଲେ, ଲୁହରେ ଭିଜିଲା ଗଜପତିର ଗୋବିନ୍ଦପୁର ଗ୍ରାମ ।
ଗଜପତିରୁ ଦକ୍ଷିଣ ଭାରତ ତୀର୍ଥଯାତ୍ରାରେ ଯାଇଥିଲେ…. ଶବ ହୋଇ ଫେରିଲେ, ଲୁହରେ ଭିଜିଲା ଗଜପତିର ଗୋବିନ୍ଦପୁର ଗ୍ରାମ । ଗଜପତି:୬/୧। ( ମନୋଜ ପାଢ଼ୀ) ଗଜପତି ଜିଲ୍ଲାରୁ…
