ଗଞ୍ଜାମ ଜିଲ୍ଲା ପାଲିବନ୍ଧ ପଞ୍ଚାୟତର ଗୋଟିଏ ପରିବାରର ୩ଜଣ ବିଷ ଖାଇ ଜୀବନ ହାରିଲେ। ଗୁରୁତର ଅବସ୍ଥାରେ ମାଆ, ଝିଅ ଓ ପୁଅକୁ ଗ୍ରାମବାସୀ ଏମକେସିଜିକୁ ସ୍ଥାନାନ୍ତର କରିଥିଲେ। ହସ୍ପିଟାଲରେ ଡାକ୍ତର ଜଣଙ୍କ ପରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଏଭଳି କରିବା ପଛରେ କାରଣ ଅସ୍ପଷ୍ଟ ରହିଛି।
Related Posts
ବସ୍ ଧକ୍କାରେ ହୋଟେଲ୍ କର୍ମଚାରୀ ର ମୃତ୍ୟୁ।
ବସ୍ ଧକ୍କାରେ ହୋଟେଲ୍ କର୍ମଚାରୀ ର ମୃତ୍ୟୁ। ଆସ୍କା ଥାନା ଅର୍ନ୍ତଗତ କାଳଷଣ୍ଢ ପୁର ଛକରେ ଆଜି ପୁର୍ବାହ୍ନରେ କାଳେଶ୍ଵର ନାମକ ଏକ ଘରୋଇ ବସ୍ ଗୋପିନାଥ…
ରାତ୍ରି ପାଟ୍ରୋଲିଂ ସମୟରେ ବେଆଇନ ବନ୍ଧୁକ ଜବତ : ୨ ଗିରଫ ।
ରାତ୍ରି ପାଟ୍ରୋଲିଂ ସମୟରେ ବେଆଇନ ବନ୍ଧୁକ ଜବତ : ୨ ଗିରଫ । ଗଜପତି(ମନୋଜ ପାଢୀ/୪/୬/ଗତ ରାତି ତଥା ଜୁନ୍ ୩ ତାରିଖ ରାତି ପ୍ରାୟ ୯-୩୦…
ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କୁ ଦେଲେ ବିଦାୟ ସମ୍ବର୍ଦ୍ଧନା।
ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କୁ ଦେଲେ ବିଦାୟ ସମ୍ବର୍ଦ୍ଧନା। ରାୟଗଡ଼ା ୧୩/୦୪(ପ୍ରଫୁଲ୍ଲ କୁମାର ବେହେରା) କାଶୀପୁର ବ୍ଲକ ଅନ୍ତର୍ଗତ ବାଙ୍କାମ୍ୱ ପ୍ରାଥମିକ…
