କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଗଜପତି,୧.୨(ମନୋଜ ପାଢ଼ୀ)-:କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ପ୍ରତିବାଦରେ ଆସନ୍ତା 12 ଫେବୃଆରୀ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ପାରାଲାଖେମୁଣ୍ଡି ସିପିଏମ୍ ପାର୍ଟି ଅଫିସ୍ ରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତୃମଣ୍ଡଳୀ ଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏହି ବୈଠକରେ ଡୋଣ୍ଡାପାନି ରାୟତା (AIKS) )) କେଦାର ସାବର (AIKMS) )) ପାୟଲା ମୁରାଲିକ୍ରିଷ୍ଣା (TUCC) 4) ଜୋନା ସୁବାଷ ଚନ୍ଦ୍ର ରାଓ (BKMU) 5) ନରସିଂ ମାଲାବିସୋଇ (AITUC) 6) ମି। ବାଙ୍ଗାରି (CITU) 7) ଶ୍ରୀନୁ ବେହେରା | 8) ସୋମେଶ (AICCTU) ଯୋଗ ଦେଇଥିଲେ।