କୁଲାଡ଼ଗଡ ବ୍ୟାଘ୍ର ଦେବୀ ମନ୍ଦିର ଲୁଟ୍ ଅଭିଯୁକ୍ତ ଗିରଫ।

କୁଲାଡ଼ଗଡ ବ୍ୟାଘ୍ର ଦେବୀ ମନ୍ଦିର ଲୁଟ୍ ଅଭିଯୁକ୍ତ ଗିରଫ।

ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ଼ଗଡ ବ୍ୟାଘ୍ର ଦେବୀ ମନ୍ଦିର ଚୋରି ଘଟଣା ରେ ପୋଲିସ ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଚୋରି ଅଳଙ୍କାର ଜବତ ହୋଇଛି। ଏହି ଭଳି ସମ୍ବେଦନଶୀଳ ଘଟଣା କୁ ଭଞ୍ଜନଗର ପୋଲିସ ଗୁରୁତର ସହ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ୪ ଜଣଙ୍କୁ ଉଠାଇ ଆଣି ଯେରା କରିବା ପରେ ଚୋରି ଅଳଙ୍କାର ଜବତ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.