ନୂଆଦିଲ୍ଲୀ : ନୂତନ ବର୍ଷରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ଗୁରୁବାର ଅଷ୍ଟମ ବେତନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନ ବୃଦ୍ଧି ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟମ ବେତନ କମିଶନକୁ ମଞ୍ଜୁରୀ ଦେଇଛନ୍ତି।
Related Posts

ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ
ପଚାରିଲେ ଚାଷୀ, ଉତ୍ତର ରଖିଲେ ମନ୍ତ୍ରୀ ଭୁବନେଶ୍ଵର: ଚାଷୀ ହସିଲେ ଓଡ଼ିଶା ହସିବ । ତେଣୁ ଚାଷୀଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ…

ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍
ଜୁହାର୍ ସମ୍ବଲପୁର୍ଧନ୍ୟବାଦ୍ ସମ୍ବଲପୁର୍ ମହାପ୍ରଭୁ ଶ୍ରୀଜଗନ୍ନାଥ୍ ଆଉ ମାଁ ସମଲେଇଙ୍କର୍ ଅପାର୍ କରୁଣା ଲାଗି କୋଟି କୋଟି ପ୍ରଣାମ୍ କରୁଛେଁ । ଆଉ ସମ୍ବଲପୁର୍ ଲୋକସଭା କ୍ଷେତ୍ରର୍…

ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ।
ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ଦୁର୍ନୀତି ଗ୍ରାସିଛି। ବିନା ଲାଞ୍ଚରେ କୌଣସି କାମ ହୋଇପାରୁ ନାହିଁ। ଜନସାଧାରଣଙ୍କର ସେବା ପାଇଁ ସରକାର ଲୋକଙ୍କୁ ଚାକିରି ଦେଉଛନ୍ତି। କିନ୍ତୁ ଯେଉଁ…