ବାଟାମା ଛକ ନିକଟ ରୁ କାର ସହ ଗଞ୍ଜେଇ ଜବତ ଚାଳକ ଫେରାର ।

ବାଟାମା ଛକ ନିକଟ ରୁ କାର ସହ ଗଞ୍ଜେଇ ଜବତ ଚାଳକ ଫେରାର ।

ବାଟାମା ଛକ ନିକଟ ରୁ କାର ସହ ଗଞ୍ଜେଇ ଜବତ ଚାଳକ ଫେରାର ।ଗଜପତି,୨୫.୧(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଓ ଟିମ ବିଶେଷ ସୂତ୍ରରୁ ଖବର ପାଇ ଶନିବାର ସକାଳେ ପାଣିଗଣ୍ଡା ଅଡବା ରାସ୍ତା ରାସ୍ତା ରେ ପେଟ୍ରଲିଙ୍ଗି କରୁଥିବା ବେଳେ ଏକ କାର ନମ୍ବର ଓଡି 02b j 7872 ଗାଡି ଦୃତ ଗତି ରେ ଆସୁଥିବା ବେଳେ ପୋଲିସ କୁ ଦେଖି ଚାଳକ ଗାଡି ଛାଡି ଚାଲିଯାଇଥିଲେ ଗାଡି ଟିକୁ ଯାଞ୍ଚ କରିବାରୁ ଗାଡି ଡ଼ିକି ରୁ ଚାରଟି ବସ୍ତା ରୁ 118କିଲ ଗଞ୍ଜେଇ ଜବତ କରିଛି ପୋଲିସ ଯାହାର ଆନୁମାନିକ ମୂଲ୍ୟ 11ଲକ୍ଷ୍ୟ ରୁ ଉର୍ଦ୍ଧ ହେବ ବୋଲି ଥାନା ପକ୍ଷରୁ ସୂଚନା ମେଳିଛି ।