Home / Odisha News / ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ପ୍ରତିବାଦରେ ରାସ୍ତାରୋକ

ଗଜପତି, (ମନୋଜ କୁମାର ପାଢୀ): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର 5ଓ 6 ନଂ ୱାର୍ଡରେ ଗତ 3 ଦିନ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବା ପ୍ରତିବାଦରେ ଅଞ୍ଚଳବାସୀ ଉତ୍ତେକ୍ତ ହୋଇ ରାସ୍ତାରୋକ କରିଛନ୍ତି। ଏହି 2 ଗୋଟି ୱାର୍ଡର ଲୋକେ ମିଳିତ ଭାବେ ଜଙ୍ଗମ ସାହି ଛକ ମୁଖ୍ୟ ରାସ୍ତାରେ ରାସ୍ତାରୋକ କରିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାରୋକର ଖବର ପାଇ ପୋଲିସ ଓ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବିଦ୍ୟୁତ ଯୋଗାଣ ନେଇ ନିର୍ଭରଯୋଗ୍ୟ ପ୍ରତିଶୃତି ଦେବା ପରେ ରାସ୍ତାରୋକ 1 ଘଣ୍ଟା ପରେ ହଟିଥିଲା ।