ୟୁକ୍ରେନ୍‌ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ: ୧୩ ମୃତ, ବ୍ୟାପକ ଧ୍ବଂସଲୀଳା

Spread the love

ୟୁକ୍ରେନରେ ଯୁଦ୍ଧବିରତି ପାଇଁ ଆମେରିକାର ପ୍ରୟାସକୁ ରୁଷ୍‌ ବଡ଼ ଝଟ୍‌କା ଦେଇଛି। ଗତରାତିରେ ରୁଷ୍‌ର ଭୟଙ୍କର ଆକ୍ରମଣରେ ୟୁକ୍ରେନର ସହରଗୁଡ଼ିକରେ ଧ୍ବଂସଲୀଳା ଦେଖିବାକୁ ମିଳିଛି। ରାଜଧାନୀ କିବ୍‌ ସମେତ ୨୦ରୁ ଅଧିକ ଅଂଚଳରେ ରୁଷ୍‌ ସେନା ୪୦୦ରୁ ଅଧିକ ଡ୍ରୋନ୍‌….