ସ୍ପିରିଟ ଚୋରା ଚାଲାଣ ବେଳେ ପୋଲିସ ଦ୍ଵାରା ଜବତ୍।

Spread the love

ସ୍ପିରିଟ ଚୋରା ଚାଲାଣ ବେଳେ ପୋଲିସ ଦ୍ଵାରା ଜବତ୍।

ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ କଞ୍ଚଣା ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଗୋଟିଏ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଦେଖିବାକୁ ମିଳିଲା କାର୍ ଭିତରେ ୯୪ ବୋତଲ ଅର୍ଥାତ୍ ୪୨ ଲିଟର ଚୋରା ହୋମିଓପାଥି ସ୍ପିରିଟ ମହଜୁଦ ଥିଲା ଓ ଉକ୍ତ ସ୍ପିରିଟ ସବୁ ନିଶା ଔଷଧ ପ୍ରସ୍ତୁତି ପାଇଁ ବାହାରକୁ ଚାଲାଣ ହେଉଥିଲା। ବେଗୁନିଆ ପଡ଼ା ଥାନା ପୋଲିସ୍ ଉକ୍ତ ସ୍ପିରିଟ ଜବତ କରିବା ସହ ଚାଲାଣକାରୀ ମାନଙ୍କୁ ଅଟକାଇ ଜେରା କରୁଛନ୍ତି।