“ରାଜୀଵ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଘଠନର” ( RGPRS ) “ଜାତୀୟ ସଂଯୋଜକ ହେଲେ ଯୁବ ନେତା ପ୍ରତାପ ଭାଇ….କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲାର ଲୋକ ପ୍ରିୟ ଯୁବ ନେତା ତଥା ସମାଜସେବୀ ଗରିବ ଙ୍କ ସୁଖ ଦୁଃଖ ର ପ୍ରିୟ ସାଥୀ ଅଧିବକ୍ତା ପ୍ରତାପ କୁମାର ପ୍ରଧାନ ଙ୍କ ଉପରେ ବିଶ୍ୱାସ ଓ ଆସ୍ଥା ପ୍ରକଟ କରି “ରାଜୀଵ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଘଠନର” ( RGPRS ) “ଜାତୀୟ ସଂଯୋଜକ” (National Convenor) ଭାବରେ ନିଯୁକ୍ତି ପ୍ରଦାନ କରିଥିବାରୁ ଅଞ୍ଚଳ ଗାଁ ଠୁ ସହର ପର୍ଯ୍ୟନ୍ତ ପ୍ରତାପ ଭାଇଙ୍କ ପ୍ରଶଂସକ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି l ଲୋକ ପ୍ରିୟ ଯୁବ ନେତା ତଥା କଂଗ୍ରେସ ଦଳ ର ଦଳ ପ୍ରେମୀ କନ୍ଧମାଳ ଜିଲ୍ଲାର ର ବିଭିନ୍ନ ସମସ୍ୟା କୁ ନେଇ ସର୍ବଦା ସଂଗ୍ରାମୀ ଭାବରେ ଲଡ଼ୁଥିବା ଯୁବ ନେତା ପ୍ରତାପ କୁମାର ପ୍ରଧାନ ଙ୍କୁ ଏହି ପରି ଜାତୀୟ ସଂଯୋଜକ ଭାବରେ ଚୟନ କରିଥିବାରୁ ଅଧ୍ୟକ୍ଷ ଡ଼ ସୁନିଲ ଜି, ମହାରାଷ୍ଟ୍ରର ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ହର୍ଷ ବର୍ଦ୍ଧନ ଜି, ପୂର୍ବତନ ଅଧ୍ୟକ୍ଷା ଓ CWC ସଦସ୍ୟା ସୁଶ୍ରୀ ମିନାକ୍ଷୀ ନଟରାଜନ ମାଡାମ, CWC ସଦସ୍ୟ ସଚିନ ରାଓ ସାର, କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଳିକାର୍ଜୁନ ଖାର୍ଗେ ଜି, ସଙ୍ଘଠନ ସମ୍ପାଦକ କେ ସି ବେନୁଗୋପାଳ ସାର, ଦେଶର ସାଧାରଣ ଲୋକଙ୍କ ହୃଦୟର ନେତା ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଏବଂ ରାଜ୍ୟର ସମସ୍ତ ବରିଷ୍ଠ ନେତୃମଣ୍ଡଳୀଙ୍କୁ ହୃଦୟରୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣେଇଛନ୍ତି ।
ରାଜୀଵ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଘଠନର” ( RGPRS ) “ଜାତୀୟ ସଂଯୋଜକ ହେଲେ ଯୁବ ନେତା ପ୍ରତାପ ଭାଇ…