ପୁଣି ଜଣେ ଯୁବକ କୁ ହତ୍ୟା।

Spread the love

ପୁଣି ଜଣେ ଯୁବକ କୁ ହତ୍ୟା।

ଗୋଳନ୍ଥରା ଥାନା ଅର୍ନ୍ତଗତ ସିଙ୍ଗାବାଡି ଗ୍ରାମର ଦୀଲିପ କୁମାର ପାତ୍ର ନାମକ ଜଣେ ଯୁବକ କୁ ଗତକାଲି ବିଳମ୍ବିତ ରାତିରେ କିଛି ଅପରାଧୀ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଗୋଳନ୍ଥରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।