କୋରାପୁଟରୁ ଶ୍ରୀକ୍ଷେତ୍ର, ପୁରୀକୁ ଅମୃତ ଅନ୍ନ ଯୋଗାଣ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।

Spread the love

ପ୍ରଭୁ ଜଗନ୍ନାଥଙ୍କ ରୋଷଶାଳରେ ମହକିବ ଜିଆଇ ଟ୍ୟାଗ ପ୍ରାପ୍ତ କୋରାପୁଟ କଳାଜୀରା ଚାଉଳ। ଏହି ପରିପ୍ରେକ୍ଷୀରେ ଆଜି ଶାବର ଶ୍ରୀକ୍ଷେତ୍ର, କୋରାପୁଟରୁ ଶ୍ରୀକ୍ଷେତ୍ର, ପୁରୀକୁ ଅମୃତ ଅନ୍ନ ଯୋଗାଣ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି।