ନାତୁଣୀର ମୃତ୍ୟୁ ସହିପାରିଲେ ନାହିଁ ଜେଜେ ବାପା, ଦୁଃଖରେ ପ୍ରାଣ ହରାଇଲେ
ଯାଜପୁର:ଜିଲ୍ଲାର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୋବଣ୍ଡିଆ ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ନାତୁଣୀଙ୍କ ମୃତ୍ୟୁ ଖବର ପାଇବା ପରେ ଜେଜେ ବାପାଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟମାନେ ଆଶ୍ଚର୍ୟରେ ପଡ଼ିଛନ୍ତି।ମୃତକମାନେ ହେଲେ, ବାବାଜୀ ପରମାଣିକ (୭୨) ଓ ତାଙ୍କ ନାତୁଣୀ ଅଙ୍କିତା…