Tag: Odisha Crime

ଜଗତସିଂହପୁରରେ ବ୍ରାଉନସୁଗାର ବେପାରୀ ବାପ-ପୁଅ ଗିରଫ, ୪୦ ଗ୍ରାମ ମାଦକ ଜବତ

ଜଗତସିଂହପୁର: ପୁଲିସ ବ୍ରାଉନସୁଗାର ବେପାରରେ ଜଡିତ ବାପ-ପୁଅ ଯୁଗଳଙ୍କୁ ଗିରଫ କରିଛି।ଧରା ପଡ଼ିଥିବା ବ୍ୟକ୍ତିମାନେ — ଜଗତସିଂହପୁର ଥାନା ଇଟାପଡ଼ାର ନିରଞ୍ଜନ ମହାନ୍ତି (୫୮) ଓ ତାଙ୍କ ପୁଅ ପବିତ୍ର ମହାନ୍ତି ଓରଫ୍ ପପୁ (୨୮) ।ପୁଲିସ ସେମାନଙ୍କ ଠାରୁ ୪୦…