Tag: Chintagumpha

ମାଲକାନଗିରି ସୀମାରେ ବଡ଼ ସଫଳତା: ସୁକମା ପୁଲିସଙ୍କ ହାତରେ ତିନି ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ

ବିଶେଷ ସୂତ୍ରରୁ ଖବର ପାଇ ଚିନ୍ତାଗୁମ୍ଫା ଥାନା ଅଂଚଳର ପେଣ୍ଟାପାଡା, ଏଣ୍ଟାପାଡ ଗ୍ରାମ୍ୟ ଜଂଗଲରେ ପୁଲିସ ଏବଂ ସିଆରପିଏଫ୍‌ ଯବାନ ସର୍ଚ୍ଚ ଅପରେସନ କରୁଥିଲେ। ସର୍ଚ୍ଚ ବେଳେ ୩ ନକ୍ସଲକୁ କାବୁ କରାଯାଇଛି, ଯେମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଟିଫିନ ବୋମା…