ହିମାଚଳପ୍ରଦେଶର ସିରମୌରରେ ବିଶାଳ ଭୂସ୍ଖଳନ: ନୌହରାଧାର ଚୌକର ଗ୍ରାମରେ ୫ ଜଣ ସୁରକ୍ଷିତ, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ | ୭ ସେପ୍ଟେମ୍ବର ୨୦୨୫ହିମାଚଳପ୍ରଦେଶରେ ପୁଣିଥରେ ଭୂସ୍ଖଳନ ଆତଙ୍କ ଖେଳାଇଦେଇଛି। ସିରମୌର ଜିଲ୍ଲାର ନୌହରାଧାର ଅଞ୍ଚଳ ଅଧୀନସ୍ଥ ଚୌକର ଗ୍ରାମରେ ଆଜି ବଡ଼ ଧରଣର ଭୂସ୍ଖଳନ ହୋଇ ପର୍ବତର ବିଶାଳ ଅଂଶ ଭୁଶୁଡ଼ିଯାଇଛି।ଭୂସ୍ଖଳନ ଏବଂ ପାହାଡ଼ ଧସିବାରୁ ନିକଟରେ ଅନେକ…
